ଯେଉଁ ଭାଇମାନେ ନୂଆ କରି goat farming ଆରମ୍ଭ କରିବାକୁ ଚାହୁଁଛନ୍ତି, ସେମାନେ ବେଳେବେଳେ ଛେଳି ର ଦାମ ନଜାଣିଥିବାରୁ ଅଧିକ ଟଙ୍କାରେ ଛେଳି କିଣି ଦିଅନ୍ତି. ଯାହା ଫଳରେ ସେମାନେ ଠକାମୀ ର ଶିକାର ହୁଅନ୍ତି. ସେଥିପାଇଁ ଛେଳି ର ସଠିକ ଦାମ ବିଷୟ ରେ ସମ୍ୟକ ସୂଚନା ଦେବା ଏହି video ରେ ମୁଁ ଚେଷ୍ଟା କରିଛି. ଏହି ଦାମ ଠାରୁ ଅଧିକ ହୋଇପାରେ କିମ୍ବା କମ ବି ହୋଇପାରେ. ଛେଳି ର condition ଦେଖି ଦାମ... ଧନ୍ୟବାଦ... my old videos link https://youtu.be/8JcRnU47D0g
- Catégories
- Chats de Race Bengal
- Mots-clés
- Black Bengal Goat Price, Black Bengal Goat Price In Odisha, Deshi Goat Price
Commentaires